Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ

କୋରାପୁଟ ସହର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାଲଲେ ଗ୍ରାମରେ ପଡ଼ ମରା ଯାତ୍ରା ଧୁମଧାମ ରେ ରେ ପାଳନ ହୋଇଯାଇଛି ।

Koraput Town, Koraput | Nov 5, 2025
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାଲଲେ ଗ୍ରାମରେ ପଡ଼ ମରା ଯାତ୍ରା ଦୁମ ଦାମ ରେ ପାଳନ ହୋଇଯାଇଛି ଆଜିକୁ ପ୍ରାୟ ୫୦ବର୍ଷା ହେଲାଣି ଏ ଯାତ୍ରା ହୋଇ ଆସୁଛି l ଆଜି ସକାଳ ଆଠ ଟା ସମୟରେ ଏଟାରେ ମାଁ ବୁଡ଼ା ବୈରବି ପୂଜା ପାଉଛନ୍ତି ଏଇ ଯାତ୍ରା ପ୍ରତି ୩ ବର୍ଷରେ ଥରେ ଅନୁସ୍ଥିତ୍ୟ ହୁ ହେ l ଏଇଟାରେ ପାଖା ପାକି. ୧୦ ଟା ଗ୍ରାମର ଲକ ମାନେ ଯାତ୍ରା ଦେଖିବା ପାଇଁ ଆସିଥାନ୍ତି l ଏ ଟାରେ ପାଖା ପାକି. ୧୦୦୦୦ ଜଣ ଭକ୍ତଙ୍କଦେଖିବା ପାଇଁ ମିଳେ ଯେଉ ମାନେ ମାନସିକ ଦରି ମାନେ ଆସି ସେଟାରେ ଭଗ ରାଗ ଲଗାଇ ଥାନ୍ତି l ଏଟାରେ ବିଶ୍ୱାସ ଅଛି ଯେ ମାଁଙ୍କୁ ଯା ମାଗିଲେ ତାହା ଦେଇଥାନ୍ତି l ପାଖ ତଳର ଛ

MORE NEWS

🚨 ରଥଯାତ୍ରା ପାଇଁ ଜୟପୁର ପୋଲିସର ବ୍ୟାପକ ପ୍ରସ୍ତୁତି 🚨

ଆସନ୍ତା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଜୟପୁର ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

✅ ୯ ପ୍ଲାଟୁନ ପୋଲିସ ବଳ ମୁତୟନ
✅ ଡ୍ରୋନ ଓ ସିସିଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟିଆ ନଜରଦାରି
✅ ପକେଟମାର ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ସ୍ୱତନ୍ତ୍ର ନଜର
✅ ଟ୍ରାଫିକ୍ ଓ ଜନସମାଗମ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଜୟପୁର ଏସଡିପିଓ ଅର୍ଚ୍ଚିତ ମିତଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରଥଯାତ୍ରାରେ ଯୋଗଦେଉଥିବା ସମସ୍ତ ଭକ୍ତ ଶୃଙ୍ଖଳା ବଜାୟ ରଖନ୍ତୁ, ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା ଘଟଣା ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ।

ଆସନ୍ତୁ, ସମସ୍ତେ ମିଶି ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ପାଳନ କରିବା। 🙏🚩

#Jeypore #RathaYatra2026 #JaiJagannath #Koraput #OdishaPolice #TrafficAwareness #SafeRathaYatra

🚨 ରଥଯାତ୍ରା ପାଇଁ ଜୟପୁର ପୋଲିସର ବ୍ୟାପକ ପ୍ରସ୍ତୁତି 🚨 ଆସନ୍ତା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଜୟପୁର ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ✅ ୯ ପ୍ଲାଟୁନ ପୋଲିସ ବଳ ମୁତୟନ ✅ ଡ୍ରୋନ ଓ ସିସିଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟିଆ ନଜରଦାରି ✅ ପକେଟମାର ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ସ୍ୱତନ୍ତ୍ର ନଜର ✅ ଟ୍ରାଫିକ୍ ଓ ଜନସମାଗମ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଜୟପୁର ଏସଡିପିଓ ଅର୍ଚ୍ଚିତ ମିତଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରଥଯାତ୍ରାରେ ଯୋଗଦେଉଥିବା ସମସ୍ତ ଭକ୍ତ ଶୃଙ୍ଖଳା ବଜାୟ ରଖନ୍ତୁ, ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା ଘଟଣା ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ। ଆସନ୍ତୁ, ସମସ୍ତେ ମିଶି ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ପାଳନ କରିବା। 🙏🚩 #Jeypore #RathaYatra2026 #JaiJagannath #Koraput #OdishaPolice #TrafficAwareness #SafeRathaYatra

Koraput Town, Koraput | Jul 15, 2026

🚩 ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତ! 🙏

ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ରଥ ପ୍ରସ୍ତୁତ ହୋଇସାରିଛି। ରଥ ଗଡ଼ିବା ପଥ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ।

ଏବେ କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ। ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ କାଳିଆ ସାଆନ୍ତଙ୍କୁ ଚାହିଁ ରହିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।

ଜୟ ଜଗନ୍ନାଥ! 🙏❤️

#ShabaraSrikhetra #RathaYatra #JaiJagannath #Koraput #OdiaCulture #JagannathMahaprabhu

🚩 ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତ! 🙏 ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ରଥ ପ୍ରସ୍ତୁତ ହୋଇସାରିଛି। ରଥ ଗଡ଼ିବା ପଥ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ। ଏବେ କେବଳ ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ। ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ କାଳିଆ ସାଆନ୍ତଙ୍କୁ ଚାହିଁ ରହିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଜୟ ଜଗନ୍ନାଥ! 🙏❤️ #ShabaraSrikhetra #RathaYatra #JaiJagannath #Koraput #OdiaCulture #JagannathMahaprabhu

Koraput Town, Koraput | Jul 15, 2026

ରାମ ମନ୍ଦିର ଚାନ୍ଦା ଚୋରି ପ୍ରସଙ୍ଗକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।

ଜୟପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାମ ମନ୍ଦିର ଚାନ୍ଦା ଚୋରି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି, ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଧାର୍ମିକ ଭାବନା ସହ ଜଡ଼ିତ ଏଭଳି ଘଟଣାରେ ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

#Jeypore #Koraput #Congress #TaraPrasadBahinipati #PressMeet #OdishaNews

ରାମ ମନ୍ଦିର ଚାନ୍ଦା ଚୋରି ପ୍ରସଙ୍ଗକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଜୟପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାମ ମନ୍ଦିର ଚାନ୍ଦା ଚୋରି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଧାର୍ମିକ ଭାବନା ସହ ଜଡ଼ିତ ଏଭଳି ଘଟଣାରେ ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। #Jeypore #Koraput #Congress #TaraPrasadBahinipati #PressMeet #OdishaNews

Koraput Town, Koraput | Jul 15, 2026

📢 କଂଗ୍ରେସର ସାମ୍ବାଦିକ ସମ୍ମିଳନୀ: ରାମ ମନ୍ଦିର ଚନ୍ଦା ଚୋରି ଅଭିଯୋଗକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ରାମ ମନ୍ଦିରରେ ପ୍ରାୟ ୨ ହଜାର କୋଟି ଟଙ୍କାର ଚନ୍ଦା ଚୋରି ଅଭିଯୋଗକୁ ନେଇ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ନେତାମାନେ ସରକାରଙ୍କ ଉପରେ ତୀବ୍ର ସମାଲୋଚନା କରି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଅବସରରେ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କଡାମ କହିଛନ୍ତି ଯେ, ଯଦି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ନ ହୁଏ, ତେବେ କଂଗ୍ରେସ ଆଗାମୀ ଦିନରେ ସରକାରଙ୍କୁ ଘେରିବା ସହ ରାଜରାସ୍ତାକୁ ଓହ୍ଲାଇ ଜନଆନ୍ଦୋଳନ କରିବ।

#Koraput #Congress #PressMeet #RamMandir #OdishaPolitics #RamChandraKadam #BreakingNews #OdiaNews

📢 କଂଗ୍ରେସର ସାମ୍ବାଦିକ ସମ୍ମିଳନୀ: ରାମ ମନ୍ଦିର ଚନ୍ଦା ଚୋରି ଅଭିଯୋଗକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ ରାମ ମନ୍ଦିରରେ ପ୍ରାୟ ୨ ହଜାର କୋଟି ଟଙ୍କାର ଚନ୍ଦା ଚୋରି ଅଭିଯୋଗକୁ ନେଇ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ନେତାମାନେ ସରକାରଙ୍କ ଉପରେ ତୀବ୍ର ସମାଲୋଚନା କରି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଅବସରରେ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କଡାମ କହିଛନ୍ତି ଯେ, ଯଦି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ନ ହୁଏ, ତେବେ କଂଗ୍ରେସ ଆଗାମୀ ଦିନରେ ସରକାରଙ୍କୁ ଘେରିବା ସହ ରାଜରାସ୍ତାକୁ ଓହ୍ଲାଇ ଜନଆନ୍ଦୋଳନ କରିବ। #Koraput #Congress #PressMeet #RamMandir #OdishaPolitics #RamChandraKadam #BreakingNews #OdiaNews

Koraput Town, Koraput | Jul 15, 2026

📍କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଗୁପ୍ତ ରହସ୍ୟ! 🛕✨

କୋରାପୁଟର ପବିତ୍ର ଶାବର ଶ୍ରୀକ୍ଷେତ୍ର ସହ ଜଡ଼ି ରହିଛି ଅନେକ ଅଜଣା କାହାଣୀ ଓ ଆଧ୍ୟାତ୍ମିକ ରହସ୍ୟ। ଏହି ମନ୍ଦିରର ନିର୍ମାଣ ଶୈଳୀ, ପ୍ରଭୁ ଜଗନ୍ନାଥଙ୍କ ମହିମା ଏବଂ ଶବର ସମ୍ପ୍ରଦାୟ ସହିତ ଏହାର ଐତିହାସିକ ସମ୍ପର୍କ ଆଜି ବି ଅନେକଙ୍କୁ ଆକର୍ଷିତ କରେ।

ଆପଣ ଜାଣନ୍ତି କି? 👉 କାହିଁକି ଏହାକୁ "ଶାବର ଶ୍ରୀକ୍ଷେତ୍ର" ବୋଲି କୁହାଯାଏ? 👉 କେଉଁ ରହସ୍ୟ ଲୁଚି ରହିଛି ଏହି ପବିତ୍ର ଧାମରେ? 👉 କ'ଣ ରହିଛି ଏହାର ପୌରାଣିକ ଓ ଐତିହାସିକ ମହତ୍ତ୍ୱ?

ଏହି ସମସ୍ତ ଅଜଣା ତଥ୍ୟ ଜାଣିବା ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ।

ଜୟ ଜଗନ୍ନାଥ। 🙏

#Koraput #SabaraSrikhetra #Jagannath #Odisha #Temple #History #Mystery #JaiJagannath #KoraputNews

📍କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଗୁପ୍ତ ରହସ୍ୟ! 🛕✨ କୋରାପୁଟର ପବିତ୍ର ଶାବର ଶ୍ରୀକ୍ଷେତ୍ର ସହ ଜଡ଼ି ରହିଛି ଅନେକ ଅଜଣା କାହାଣୀ ଓ ଆଧ୍ୟାତ୍ମିକ ରହସ୍ୟ। ଏହି ମନ୍ଦିରର ନିର୍ମାଣ ଶୈଳୀ, ପ୍ରଭୁ ଜଗନ୍ନାଥଙ୍କ ମହିମା ଏବଂ ଶବର ସମ୍ପ୍ରଦାୟ ସହିତ ଏହାର ଐତିହାସିକ ସମ୍ପର୍କ ଆଜି ବି ଅନେକଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି? 👉 କାହିଁକି ଏହାକୁ "ଶାବର ଶ୍ରୀକ୍ଷେତ୍ର" ବୋଲି କୁହାଯାଏ? 👉 କେଉଁ ରହସ୍ୟ ଲୁଚି ରହିଛି ଏହି ପବିତ୍ର ଧାମରେ? 👉 କ'ଣ ରହିଛି ଏହାର ପୌରାଣିକ ଓ ଐତିହାସିକ ମହତ୍ତ୍ୱ? ଏହି ସମସ୍ତ ଅଜଣା ତଥ୍ୟ ଜାଣିବା ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ଜୟ ଜଗନ୍ନାଥ। 🙏 #Koraput #SabaraSrikhetra #Jagannath #Odisha #Temple #History #Mystery #JaiJagannath #KoraputNews

Koraput Town, Koraput | Jul 15, 2026

କୋରାପୁଟ ସହର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାଲଲେ ଗ୍ରାମରେ ପଡ଼ ମରା ଯାତ୍ରା ଧୁମଧାମ ରେ ରେ ପାଳନ ହୋଇଯାଇଛି । - Koraput Town News