Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବୌଦ୍ଧ ସଦର: ଜନ୍ହାପଙ୍କ ଓ ବଘିଆ ପଡା ଫାଣ୍ଡି ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ ରଥକୁ ସ୍ବାଗତ

ରବିବାର ଦିନ ବୌଦ୍ଧ ଥାନା ଅନ୍ତର୍ଗତ ଜନ୍ହାପଙ୍କ ଓ ବଘିଆ ପଡା ଫାଣ୍ଡି ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ ରଥକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଜନ୍ହାପଙ୍କ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ, ଫାଣ୍ଡିର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ସାଧାରଣ ସ୍ବାଗତ କରିଥିଲେ | ସେହିପରି ବଘିଆ ପଡା ଠାରେ ଫାଣ୍ଡି ଅଧିକାରୀ ବ୍ରମ୍ହାନନ୍ଦ ପ୍ରଧାନ ଓ ଫାଣ୍ଡିର ସମସ୍ତ ଅଧିକାରୀ ଓ ଜନ ସାଧାରଣ ଉପସ୍ଥିତ ରହି ସ୍ବାଗତ କରିବା ପରେ ପରିକ୍ରମା କରିଥିଲା l

MORE NEWS