ବେତନଟୀ ରେଞ୍ଜ ଅଧୀନ ଗୋଡିଗାଁ ଅଞ୍ଚଳରେ ଥିବା ବଣୁଆ ହାତୀପଲ ଶନିବାର ଅପରାହ୍ନ ପାଞ୍ଚଟାରେ ଖାଦ୍ୟ ଅନ୍ୱେଷଣରୁ ଜଙ୍ଗଲରୁ ବାହାରି ଜନବସତିମୁହାଁ ଅଗ୍ରସର ହେଲେ ହାତୀପଲ l ସୂଚନା ମୁତାବକ ୨୩ଟିକିଆ ହାତୀପଲ ଅସନବଣୀ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ରହିଥିବା ବେଳେ ସେଠାରୁ ଅଗ୍ରସର ହୋଇ ବେତନଟୀ ରେଞ୍ଜ ଅଧୀନ ଗୋଡିଗାଁ ଜଙ୍ଗଲରେ ପ୍ରବେଶ କରିଥିଲେ l