ଡେରାବିଶ: ଡେରାବିଶ ବାଲିଆ ଗାଁରେ ପୋଖରୀରେ ବୁଡି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ଡେରାବିଶ ଅଞ୍ଚଳର ବାଲିଆ ଗାଁରେ ପୋଖରୀରେ ଗାଧୋଉଥିବା ବେଳେ ବୁଡି ନବମ ଶ୍ରେଣୀ ଛାତ୍ର ରିତେଶ ପଣ୍ଡାଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।