ବ୍ରହ୍ମଗିରି: ବ୍ରହ୍ମଗିରିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ ଦାସବର୍ମା
ବ୍ରହ୍ମଗିରି ବ୍ଲକରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ। ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ବିଜେପି ସରକାରଙ୍କ ମିଛ ପ୍ରତିଶୃତି ଓ ଖଣିଜ ବିଲ୍ ନେଇ ବର୍ଷିଲେ। ରାଜ୍ୟର ବାର୍ଷିକ ଏକ ଲକ୍ଷ କୋଡ଼ିଏ ହଜାର କୋଟି ରାଜସ୍ୱ କ୍ଷତି ହେବ ବୋଲି ସେ କହିଛନ୍ତି।