Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ର ଉଜଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡି ଲାଗିଥିବାର ଆଜି ଦିନ 11 ଘଣ୍ଟ ରେ ଦେଖିବାକୁ ମିଳିଛି ।

Digapahandi, Ganjam | Nov 5, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ର ଉଜଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡି ଲାଗିଥିବାର ଆଜି ଦିନ 11 ଘଣ୍ଟ ରେ ଦେଖିବାକୁ ମିଳିଛି । ଅ।ଜି ପବିତ୍ର କାର୍ତ୍ତିକ ପୂର୍ଣ୍ନିମା ହୋଇଥିବା କାରଣରୁ ଦିଗପହଣ୍ଡି ତଥା ଅ।ଖାପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଉଜଳେଶ୍ଵର ମନ୍ଦିର ପୀଠରେ ପହଁଚି ନିଜ ମନସ୍କାମନା ପାଇଁ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ଦିଗପହଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ମନ୍ଦିର କମିଟି ପକ୍ଷରୁ ମଧ୍ୟ ଭକ୍ତଙ୍କ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି ।