ଜଳେଶ୍ବର: ଜଳେଶ୍ୱର ଥାନା ଆଗରେ ଦେବସେନା ସଂଗଠନର ଧାରଣା: ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି
ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦାବିରେ ଜଳେଶ୍ୱର ଥାନା ଆଗରେ ଦେବସେନା ସଂଗଠନ ପକ୍ଷରୁ ଆନ୍ଦୋଳନ। ଘଟଣାର ସଠିକ୍ ତଦନ୍ତ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ସଦସ୍ୟ। ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ।