ଆସନ୍ତା 07-12-2025 ରେ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Mohan Charan Majhi ଙ୍କ #ଘଟଗାଁ ଗସ୍ତ ସହ ମା ତାରିଣୀଙ୍କ ମନ୍ଦିର ପ୍ରକଳ୍ପ #ଶିଳାନ୍ୟାସ କାର୍ଯ୍ୟକ୍ରମ ଉପଲକ୍ଷେ — କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବରିଷ୍ଠ ନେତା #ଛୋଟେଲାଲ_ମହାନ୍ତ, ଜିଲ୍ଲା ସଭପତି ଶୁକଦେବ ମହାନ୍ତ, ପୂର୍ବତନ ଜିଲ୍ଲା ସଭାପତି, ବିଧାୟକ ପ୍ରାର୍ଥୀ, ଚେୟାରମ୍ୟାନ, ଜିଲ୍ଲା ପଦାଧିକାରୀ ଏବଂ ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାମାନଙ୍କ ସହ ପ୍ରସ୍ତୁତି ବୈଠକ ରେ ଯୋଗଇଥିଲେ ।