କେନ୍ଦ୍ରାପଡା: ତୁଳସୀ ମା ଙ୍କ ମନ୍ଦିରରେ ନୋଟିସ ଲଗାଇବାବେଳେ ଶ୍ରଦ୍ଧାଳୁଙ୍କ ବିରୋଧର ହେଲା ଆନ୍ଦୋଳନ
କେନ୍ଦ୍ରାପଡ଼ା ଜିଲ୍ଲାର ତୁଳସୀ କ୍ଷେତ୍ରରେ ତୁଳସୀ ଦେବୀଙ୍କ ମନ୍ଦିର ବା ପ୍ରତମୂର୍ତ୍ତ ଉପରେ ନୋଟିସ ଲଗାଇବାକୁ ନେଇ ବିରୋଧ ଜଣାପଡ଼ିଛି। ଏହା ପରେ ସନାତନୀ ଘରାଣାର ପ୍ରଶ୍ରଦ୍ଧାଳୁ ଓ ମହିଳାମାନେ ଏହାର ବିରୋଧ କରିଛନ୍ତି।