Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଛତ୍ରପୁର: ବୁଗୁଡା ବ୍ଲକରେ ରାଜନୈତିକ ଆକ୍ରୋଶ, ବିଜେପିରେ ମିଶିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗରେ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କୁ ଭେଟିଲେ ବହୁ ସରପଞ୍ଚ

Chhatrapur, Ganjam | Dec 1, 2025
ମନ୍ତ୍ରୀଙ୍କ ଚାପରେ ବସବର୍ତ୍ତୀ ବୁଗୁଡା ବିଡିଓ। ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀଙ୍କ ସମେତ ବହୁ ଜନ ପ୍ରତିନିଧି, ଭଜପାରେ ମିଶିବାକୁ ବାଧ୍ୟ କରାଯାଉଛି। ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକରେ ବିଭିନ୍ନ ପଂଚାୟତର ଜନସାଧାରଣଙ୍କୁ ଅଣଦେଖା କରାଯାଉଥିବା ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ବହୁ ଜନ ପ୍ରତିନିଧି ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଓ ସରପଞ୍ଚ।