ସୁନ୍ଦରଗଡ ସହର: ଧରୁଆ ଡିହି ପୋଲିସ ଦ୍ବାରା ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଲେଢି ମଙ୍ଗ ନିକଟରୁ ଜଣେ ଅଭିଯୁକ୍ତ ଗିରଫ, ବାଇକ ଜବତ
ଆଜି ନଭେମ୍ୱର 9 ତାରିଖ ରାତି 9:15 ପାଖାପାଖି ସମୟରେ ଏହି ନିଶାଖୋର ମଦ୍ୟପ ଚାଳକକୁ ଧରୁଆ ଡିହି ପୋଲିସ ଲେଢି ମଙ୍ଗ ନିକଟରୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା - ସୁରେନ୍ଦ୍ର କିଶାନ ଓ ତା ଘର ଝାରସୁଗୁଡ଼ା ଜିଲ୍ଲା ଲଏକେରା ଥାନା ଅର୍ଡା। ଧରୁଆ ଡିହି ପୋଲିସ ଅଭିଯୁକ୍ତ ନାମରେ ଏକ ମାମଲା ରୁଜ୍ଜୁ କରିବା ସହ ତା ବାଇକ OD -23 F -4971 କୁ ଜବତ କରିଛନ୍ତି।