ଛତ୍ରପୁର: ବ୍ରହ୍ମପୁର ରେଡକ୍ରସ ହସ୍ପିଟାଲରେ ନୂତନ ଓପିଡି ବିଭାଗ ଉଦ୍ଘାଟିତ
ବ୍ରହ୍ମପୁର ରେଡକ୍ରସ ହସ୍ପିଟାଲରେ ନୂତନ ଓପିଡି ବିଭାଗର ଶୁଭାରମ୍ଭ ହୋଇଛି। ବିଧାୟକ କେ. ଅନିଲ କୁମାର ଏହାକୁ ଉଦ୍ଘାଟନ କରିଥିବା ବେଳେ ମେୟର ଓ କମିଶନର ଉପସ୍ଥିତ ଥିଲେ। ଏହାଦ୍ୱାରା ରୋଗୀମାନେ ଅଧିକ ଉନ୍ନତ ସେବା ପାଇପାରିବେ ବୋଲି ଆଶା କରାଯାଉଛି।