ରାୟଗଡା: ମାଲିଗୁଡା ଷ୍ଟେସନ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଇଷ୍ଟକୋଷ୍ଟ ମହାପ୍ରବନ୍ଧକ
କୋରାପୁଟ–ଜୟପୁର ରେଳ ସେକ୍ସନର ମାଲିଗୁଡାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍। ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ରେଳ ଷ୍ଟେସନ, ଧାରଣା ଓ ପୋଲଗୁଡିକର ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି।