ଛତ୍ରପୁର: ଛତ୍ରପୁର ଯଜ୍ଞସାଳ ମା’ ବ୍ୟାଘ୍ରଦେବୀଙ୍କ ଦଶହରା ପୂଜାରେ ଯୋଗଦେଲେ ବିଧାୟକ
ଛତ୍ରପୁର ବ୍ଲକ ଯଜ୍ଞସାଳ ଗ୍ରାମର ମା’ ବ୍ୟାଘ୍ରଦେବୀଙ୍କ ଦଶହରା ପୂଜାରେ ଯୋଗ ଦେଇଛନ୍ତି ଛତ୍ରପୁର ବିଧାୟକ। ମା’ଙ୍କ ଦର୍ଶନ କରିବା ସହ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି। #Chhatrapur #DurgaPuja #OdishaNews