କଟକ ମର୍କତନଗର ଅଞ୍ଚଳରେ ଦୋକାନୀଙ୍କୁ ଦାଦାବଟି ମାଗିବା ଓ ଧମକ ଦେବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ମର୍କତନଗର ପୁଲିସ। ଅଭିଯୁକ୍ତ ସତ୍ୟଜିତ ଦାଶ ନାମକ ଜଣେ ବ୍ୟକ୍ତି ଓମ୍ଫେଡ୍ ପାର୍ଲର ମାଲିକଙ୍କୁ ଦାଦାବଟି ମାଗୁଥିଲା।