Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ପାଲଲହଡା: ପାଲଲହଡା ସ୍ଥିତ ଦିତୀୟ ଚିଲିକା ଉର୍ଣ୍ଣତିକରଣ ନିମନ୍ତେ ପ୍ରସ୍ତୁତି ବୈଠକ

Palalahada, Angul | Jan 2, 2026
ପାଳଲହଡା ବ୍ଲକ ସ୍ଥିତ ଦିତୀୟ ଚିଲିକା ଠାରେ ଉନ୍ନତିକରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ,ପୋଲିସ ପ୍ରଶାସନ ଓ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ଦିତୀୟ ଚିଲିକାର ସାମୁହିକ ବିକାଶ ଓ ଉନ୍ନତିକରଣ ତଥା ଶାନ୍ତି ଶୃଙ୍ଖଳା ଏବଂ ପରିଦର୍ଶନ ପାଇଁ ଆସୁଥିବା ସମସ୍ତ ପର୍ଯଟକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ବିଷୟରେ ଆଲୋଚନା କରାଯାଇଥିଲା ।