ସୁନ୍ଦରଗଡ ସହର: ଟାଉନ ଥାନା ପୋଲିସ ହସ୍ପିଟାଲ ଛକରୁ ବିଭିନ୍ନ ମାମଲାରେ ୨୫ ରୁ ଅଧିକ ଗାଡ଼ିରୁ ପ୍ରାୟ ୨୨ ହଜାର ରୁ ଅଧିକ ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା
ସୁନ୍ଦରଗଡ ମଙ୍ଗଳ ବାର ରାତି ୯ ଟା ସମୟର ଟାଉନ ଥାନା ପୋଲିସ ହସ୍ପିଟାଲ ଛକ ସମେତ ବିଭିନ୍ନ ଛକ ରୁ ବିଭିନ୍ନ ମାମଲା ରେ ୨୫ ରୁ ଅଧିକ ଗାଡ଼ି ରୁ ୨୨ ହଜାର ଟଙ୍କା ରୁ ଅଧିକ ଜରିମାନା ଆଦାୟ କରିଥିବା ସୂଚନା