ରାୟଗଡା: ଗୁଣପୁରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର: 58ଟି ଅଭିଯୋଗ ପଞ୍ଜିକୃତ
ଗୁଣପୁର ଉପଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ମୋଟ 58ଟି ଅଭିଯୋଗର ଶୁଣାଣୀ କରିବା ସହ ଦୁଇ ଜଣଙ୍କୁ 12 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି।