ବରଗଡ ସଦର: ତ୍ରିଶକ୍ତି ମା' ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିଲେ ବିଧାୟକ, ନେଲେ ମା'ଙ୍କ ଆଶୀର୍ବାଦ
ତ୍ରିଶକ୍ତି ମା' ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜିତ ଶାରଦୀୟ ପୂଜାରେ ଯୋଗଦେଲେ ବିଧାୟକ। ମା'ଙ୍କ ଦର୍ଶନ କରିବା ସହ କମିଟିର ସଦସ୍ୟ ଏବଂ ଭକ୍ତଙ୍କ ସହ ଆଲୋଚନା କଲେ। ଶାରଦୀୟ ପୂଜାକୁ ନେଇ ଅଞ୍ଚଳରେ ଉତ୍ସାହ।