ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଜୈବ ଆବର୍ଜନା ପରିଚାଳନା ବୈଠକ ଅନୁଷ୍ଠିତ. ଜିଲ୍ଲାପାଳ ବୌଦ୍ଧ ଏଇ ବୈଠକ ରେ ଅଧକ୍ଷତା କରିଥିଲେ. CDM & PHO, DPHO, DPM ତଥା ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ. AM QA ଜିଲ୍ଲା ର ତଥ୍ୟ କୁ ବିଷଦ ଭାବେ ଆଲୋକପାତ କରିଥିଲେ. DPM ଧନ୍ୟବାଦ ଅର୍ପଣ କରି ସଭା କୁ ସାଙ୍ଗ କରିଥିଲେ.