ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ବୁଧବାର ରାତି ଆଠଟାରେ ଆୟୋଜିତ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ମହୋତ୍ସବ ଅବସରରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧୀନ ବୈଶିଙ୍ଗା ଲ୍ୟାମ୍ପକୁ ରାଜ୍ୟର ତୃତୀୟ ସର୍ବଶ୍ରେଷ୍ଠ ଲ୍ୟାମ୍ପ ଭାବେ ପୁରସ୍କୃତ କରାଯାଇଛି l ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ମଂଚାସୀନ ସମବାୟମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପୁରସ୍କୃତ କରିଥିଲେ l