କୋରାପୁଟ ମୁନସିପାଲଟି ସମ୍ମୀଳନୀ କକ୍ଷରେ ସାଂସଦ ସପ୍ତଗିରି ଉଲାକାଙ୍କ ସମୀକ୍ଷା ବୈଠକ। ଆଜି ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଆୟୋଜିତ ବୈଠକରେ କୋରାପୁଟ ସହରର ବିଭିନ୍ନ ସମସ୍ୟା ଯେପରି ଟ୍ରାଫିକ,ଡମ୍ପିଂ, ବାଇପାସ୍, ବସଷ୍ଟାଣ୍ଡ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମସ୍ୟା ସହ ପାନୀୟ ଜଳ,ଆଲୋକିତ କରଣ, ସୌନ୍ଦର୍ଯ୍ୟକରଣ ଉପରେ ସମୀକ୍ଷା କରିଥିବା ସୂଚନା ଦେଇଛନ୍ତି।