Public App Logo
Jansamasya
National
West_delhi
Fidfimpact
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday

ପରଜଙ୍ଗ: ବଡ଼ସୁଆଁଳୋ ମିଶନ ଶକ୍ତି ଗୃହ ବାରଣ୍ଡାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Parajang, Dhenkanal | Nov 12, 2025
ବଡ଼ସୁଆଁଳୋ ମିଶନ ଶକ୍ତି ଗୃହ ବାରଣ୍ଡାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେକାମାକ୍ଷାନଗର ଥାନା ବଡ଼ସୁଆଁଳୋ ଗାଁ ମିଶନ ଶକ୍ତି ଗୃହ ବାରଣ୍ଡାରୁ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ବଡ଼ସୁଆଁଳୋ ଗାଁର ଦୁଃଶାସନ ପାଳ। ଦୁଃଶାସନ ଗତ କାଲି ଘରୁ ବାହାରି ଆସି ଆଉ ଫେରି ନଥିଲେ।ତାଙ୍କୁ କେହି ହତ୍ୟା କରି ମିଶନ ଶକ୍ତି ଗୃହ ବାରଣ୍ଡାରେ ପକେଇ ଦେଇଥିବା ପରିବାର ଲୋକେ ବୁଧବାର ଅପରାହ୍ନ ଚାରିଟା ଅଭିଯୋଗ କରିଛନ୍ତି।

MORE NEWS