"କୋଚିଂ ବଦଳରେ OYOରେ ସର୍ଭିସ୍! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା" I
କୋଚିଂ ଏବଂ ବ୍ୟୁଟି ପାର୍ଲର କୋର୍ସ କରୁଛି ବୋଲି କହି ଘରୁ ବାହାରିଥିବା ଜଣେ ଯୁବତୀ OYOରେ ଧରାପଡ଼ିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ଭିଡିଓଟି ହିସାର ର ଏକ ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ସାଧାରଣରେ ବିଭିନ୍ନ ଚର୍ଚ୍ଚା ହେଉଛି।
#OYO
#ViralVideo
#HisarNews
#TrendingNow
#FunnyReels
#SocialMediaViral
@followers
Bhubaneswar M Corp, Khordha | Oct 3, 2026