ଭଦ୍ରକ: ବେସରକାରୀ କ୍ଲିଙ୍କ ପାର୍କିଂକୁ ନେଇ ଜନ ଅସନ୍ତୋଷ। ଭଦ୍ରକ ମୂଖ୍ୟ ଚିକିତ୍ସାଳୟ ଯିବା ବାଟ ମୁଖ୍ୟ ରାସ୍ତା ଆଗରେ ଲାଗି ରହୁଛି ଭିଡ଼। ବସ ଯିବା ଠାରୁ ମେଡିକାଲ କୋର୍ଟ ସମସ୍ତ ପଥଚାରୀ ଏହି ଆରଡିଛକ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଡ଼ାକ୍ତର ବିଶ୍ବଜିତ ରାୟଙ୍କ ଡାକ୍ତରୀ ସେବା ଜନ ସାଧାରଣଙ୍କୁ ବାଧା ସୃଷ୍ଟି କରିଛି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଜନସାଧାରଣଙ୍କ ଦାବି।
#citykhabarbhadrak
Bhadrak Rural, Bhadrak | Oct 23, 2026