କାଠଫାଳିଆରେ ପିଟି ହାତ ଭାଙ୍ଗିଲା, ବିଡ଼ାନାସୀରେ ଅଭିଯୁକ୍ତ ଗିରଫ
ବିଡ଼ାନାସୀରେ ଜଣେ ବ୍ୟକ୍ତିଙ୍କୁ ନିଶାସକ୍ତ ଅବସ୍ଥାରେ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିବା ଅଭିଯୋଗରେ ସଞ୍ଜୟ ସାସ୍ମଲ ନାମକ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ଗତ ୧୨ ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି।