ମହିଳା ମହାବିଦ୍ୟାଳୟରେ ଯୁବ ମହୋତ୍ସବ ଅନୁଷ୍ଠିତ ନେହେରୁ ଯୁବା କେନ୍ଦ୍ର ଏବଂ କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ଯୁବ ମହୋତ୍ସବ ସ୍ଥାନୀୟ ମହିଳା ମହା ବିଦ୍ୟାଳୟ ପରିସରରେ ଆୟୋଜିତ ହେଇଥିଲା, ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକରୁ ଯୁବକ ଯୁବତୀ ଆସି ଭାଗ ନେଇଥିଲେ ଲୋକ ଗୀତ ଲୋକ ନୃତ୍ୟ, ବକ୍ତୃତା ବିଜ୍ଞାନ ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗୀତା ର ଆୟୋଜନ କରାଯଇଥିଲା, ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ବର୍ମାନ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ