ଗୋପାଳପୁର: ଗୋଳନ୍ଥରା ଠାରେ ଅନୁଷ୍ଠିତ ହେଲା ସେବା ସଂକଳ୍ପ ଅଭିଯାନର ପଥପ୍ରାନ୍ତ ନାଟକ
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ । ନାଟକ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଚିଶ ବର୍ଷର ଲୋକସେବା ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି ।