ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୈତ୍ରୀ ବିହାର ଥାନା ଅଞ୍ଚଳରେ ପ୍ରେମିକଙ୍କୁ ଆକ୍ରମଣ କରି ପ୍ରେମିକାଙ୍କୁ ଅପହରଣ ଘଟଣା, ଲୁମ୍ବିନୀ ବିହାରରୁ ପ୍ରେମିକଙ୍କ ସ୍କୁଟି ଜବତ
ବିଳମ୍ବିତ ରାତିରେ ମୈତ୍ରୀ ବିହାର ଥାନା ଅଞ୍ଚଳରେ ପେମିକଙ୍କୁ ଆକ୍ରମଣ କରି ପ୍ରେମିକାଙ୍କୁ ଅପହରଣ ଘଟଣା | ଆଜି 1.23ରେ ଲୁମ୍ବିନୀ ବିହାରରୁ ପ୍ରେମିକଙ୍କ ସ୍କୁଟି ଜବତ କଲା ପୋଲିସ | ସେପଟେ ଆକ୍ରମଣ ର ଶିକାର ହୋଥିବା ପ୍ରେମିକଙ୍କ ହାତରେ ଗଭୀର ଆଘାତ ଲାଗିଛି | ସେ ଏବେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି | ତେବେ କେଉଁ କାରଣରୁ ଆକ୍ରମଣ କରି ଅପହରଣ କଲେ ତାର କାରଣ ଅସ୍ପଷ୍ଟ |