ସୁନ୍ଦରଗଡ ସହର: ରଙ୍ଗା ଢିପା ଛକ କାର୍ତ୍ତିକ ପୂଜା ଭସାଣୀ ଯାତ୍ରା ଅନୁଷ୍ଠିତ
ସୁନ୍ଦରଗଡ ଶୁକ୍ରବାର ସଂଧ୍ୟା ୭ ଟା ସମୟରେ ସୁନ୍ଦରଗଡ ରଙ୍ଗା ଢିପା ଛକ କାର୍ତ୍ତିକ ପୂଜା ଭସାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭସାଣି ଯାତ୍ରା ଦେଖିବାପାଇଁ ରାସ୍ତା କଡ଼ରେ ସହ ସହ ଭକ୍ତ ଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଛି