ଆଜି ନଭେମ୍ୱର 19 ତାରିଖ ବୁଧବାର ପୂର୍ବାହ୍ନ 11:30 ରୁ ଆରମ୍ଭ ହୋଇ ରାତି 9 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ସମାବେଶ। ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିରବିରା ଖେଳପଡ଼ିଆ ପ୍ରାଙ୍ଗଣରେ ୟୁଥ୍ ଫାଉଣ୍ଡେସନ ବିରବିରା ପକ୍ଷରୁ ଆଜି ଯୁବ ସମାବେଶ-2025 ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗଦେଇ ଯୁବକ ମାନଙ୍କୁ ସମ୍ବୋଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗଦେଇ ଯୁବକ ମାନଙ୍କ ଉନ୍ନତି, ସମାଜ ଗଠନ ଓ ଖେଳର ଗୁରୁତ୍ୱ ବିଷୟରେ ମୂଲ୍ୟବାନ୍ ମତା