କୋଟପାଡ: କୋଟପାଡ଼: ବନ୍ୟା ପାଣି ହଟିଲେ ବି ସ୍କୁଲରେ ବାଧାପ୍ରାପ୍ତ ପାଠପଢ଼ା
କୋଟପାଡ଼ରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ବିଦ୍ୟାଳୟରେ ପାଠପଢ଼ା ସମସ୍ୟା ଦେଖାଦେଇଛି। ବନ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କ ବହି ଓ ଖାତା ଭିଜି ନଷ୍ଟ ହୋଇଥିବାରୁ ଶିକ୍ଷକମାନେ ସେଗୁଡ଼ିକୁ ଶୁଖାଇ ବ୍ୟବହାରଯୋଗ୍ୟ କରିବାକୁ ଉଦ୍ୟମ କରୁଛନ୍ତି।