ସୁନାବେଡ଼ା ପୌର ପରିଷଦ ସେମିଳିଗୁଡା ସ୍ଥିତ ୱାର୍ଡ ନମ୍ବର ୨୩ ରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଛନ୍ତି ମୁନସିପାଲଟି ଚେୟାରମେନ ଡ଼ଃ ରାଜେନ୍ଦ୍ର ପାତ୍ର। ଆଜି ସକାଳ ୧୦ଟା ସମୟରେ ପରିଦର୍ଶନ କରି ତୁରନ୍ତ ଉନ୍ନୟନମୂଳକ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଛନ୍ତି ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡ଼ଃ ରାଜେନ୍ଦ୍ର ପାତ୍ର। ଗସ୍ତ ସମୟରେ ମୁନସିପାଲଟି କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।