ମାର୍ଚ୍ଚ ୨, ତାରିଖ ଅପରାହ୍ନ ୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସେକ୍ଟର ୧୫ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଦୋଳମେଳଣ ସମିତିର ସଭାପତି ମୁକ୍ତିକାନ୍ତ ବେହେରା ଚଳିତ ମେଲଣ ନେଇ ସବିଶେଷ ସୂଚନା ପ୍ରଦାନ କଲେ, କାର୍ଯ୍ୟକ୍ରମର ପ୍ରତିଷ୍ଠାତା ସଦସ୍ୟ ବିଷ୍ଣୁଚରଣ ବିଶ୍ୱାଳ, ସନ୍ତୋଷ କୁମାର ପ୍ରଧାନ, ଈଶ୍ୱର ଭଞ୍ଜ, ପର୍ଶୁରାମ ପୋଥାଳଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ସମ୍ପାଦକ ସଂଜୀବ କୁମାର ନାୟକ କାର୍ଯ୍ୟକ୍ରମର ପାକ ସୂଚନା ପ୍ରଦାନ କଲେ