ବଲାଙ୍ଗୀର: ନଭେମ୍ବର 1ରେ ବଲାଙ୍ଗିର ଦିନ ପାଳନ: ପ୍ରସ୍ତୁତି ବୈଠକରେ ବଣ୍ଟାଗଲା ଦାୟିତ୍ୱ
ନଭେମ୍ବର 1 ତାରିଖରେ ବଲାଙ୍ଗିର ଦିନ ପାଳନ ପାଇଁ ପି.ପି. ଏକାଡେମୀଠାରେ ଆୟୋଜକ କମିଟିର ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି।