ବଡଚଣା: ମା ବିରଜାଙ୍କ ପୀଠରେ ମା ଙ୍କ ମୁଖ ଦର୍ଶନ କରି ଜଗତର କଲ୍ୟାଣ ପାଇଁ ପୂଜା କଲେ ଜିଲ୍ଲା କିନ୍ନର ସଙ୍ଘ ସଭାପତି କାଜଲ ନାୟକ
ମା ବିରଜାଙ୍କ ପୀଠରେ ମା ଙ୍କ ମୁଖ ଦର୍ଶନ କରି ଜଗତର କଲ୍ୟାଣ ପାଇଁ ପୂଜା କଲେ ଜିଲ୍ଲା କିନ୍ନର ସଙ୍ଘ ସଭାପତି କାଜଲ ନାୟକ l ଆଜି କିନ୍ନର ସଙ୍ଘ ସଭାପତି ନିଜର କିନ୍ନର ସାଥି ମାନଙ୍କୁ ଧରି ମା ବିରଜାଙ୍କ ପୀଠରେ ପହଂଚି ଥିଲେ l ଏଥିସହିତ ମା ଙ୍କ ମୁଖ ଦର୍ଶନ କରିବା ସହିତ ପାଦ ସ୍ପର୍ଶ କରି ଜଗତ କଲ୍ୟାଣ ପାଇଁ ମା ଙ୍କୁ ଡାକିଛନ୍ତି l ଏଥିସହିତ ମା ଙ୍କ ଦର୍ଶନ କରି ଆତ୍ମ ବିଭର ହେଇଯାଇଥିଲେ l