ବୈଶିଙ୍ଗା ଥାନା ଅଧୀନ ଚାଞ୍ଝିପଦା ଗ୍ରାମରେ ବାକିରେ ମାଂସ ନଦେବାରୁ ଉତ୍ୟକ୍ତ ହୋଇ ଗ୍ରାହକ ଜଣକ ମାଂସଦୋକାନୀଙ୍କ କ୍ଷେତକୁ ଯାଇ ଅମଳ ପାଇଁ କଟାଯାଇ ଗଛିତ ରଖାଯାଇଥିବା ସମସ୍ତ ପାଚିଲା ଧାନ ସମେତ ନଡ଼ା କୁଟାରେ ନିଆଁ ଲଗାଇ ଜାଳିଦେବାକୁ କେନ୍ଦ୍ରକରି ଗୁରୁବାର ଅପରାହ୍ନ ପାଞ୍ଚଟାରେ ବୈଶିଙ୍ଗା ଥାନାରେ ଏତଲା ଦାଏରକଲେ ମାଂସ ଦୋକାନୀ l