ରାଜ୍ୟସ୍ତରୀୟ ଟିଟିଲାଗଡ କପ ୨୦୨୫ ର ଅଷ୍ଟମ ଲିଗ୍ ମ୍ୟାଚ କଳାହାଣ୍ଡି ଜିଲ୍ଲାର ନାସି ଗାଁ ଓ ସୋନପୁର ମଧ୍ୟରେ ଖେଳା ଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରିଥିଲା କଳାହାଣ୍ଡି ନାସି ଗାଁ ଟିଁମ ୧୫ ଓଭରରେ ୭ ୱିକେଟ ବିନିମୟରେ କରିଥିଲେ ୧୦୭ ରନ । ତେବେ ଏହି ଲକ୍ଷକୁ ପିଛା କରି ୱିକେଟ ୧୨ ଓଭର ୨ ବଲରେ ୫ ୱିକେଟ ବିନିମୟରେ ଲକ୍ଷକୁ ହାସଲ କଲେ ସୋନପୁର ଟିମ। ମ୍ୟାନ ଅଫ ଦି ମ୍ୟାଚ୍ ହେଲେ ଶୁଭମ ବିଶୋ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଏଥଲେଟିକ୍ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ପାଢ଼ୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଖେଳରେ ଆମ୍ପାୟରିଙ୍ଗ ଦାୟ