ଗତ କାଳି ବଥଲା ଛକନିକଟରେ ଦୁର୍ଘଟଣା ରେ ବଞାରି ର ଜଣଙ୍କ ମୃତ୍ୟୁ ହୋଇଥିଲା କ୍ଷତି ପୂରଣ ଦାବି କରି ଗ୍ରାମ ବାସୀ ରାସ୍ତା ଅବରୋଧ କରିଥିଲେ ।ଦାବି ପୂରଣ ପରେ ସୋମବାର ମଧ୍ୟାହ୍ନରେ ମୃତକର ଶବ ବ୍ୟବଚ୍ଛେଦ କରି ପୋଲିସ ତାଙ୍କ ପରିବାର ଙ୍କୁ ଶବ ହସ୍ତାନ୍ତର କରିଛି ।ସେହିପରି ମାଲିଝର ଦୁର୍ଘଟଣା ର ମୃତକର ମଧ୍ୟ ଶବ ବ୍ୟବଚ୍ଛେଦ କରି ଶବ ହସ୍ତାନ୍ତର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି