ମୋରଡା ନିର୍ବାଚନମଣ୍ଡଳୀ ତଥା ଥାନା ଅଧୀନ ଫୁଲବାଡିଆ ଠାରେ ୧୯ଟିକିଆ ଝାଡଖଣ୍ଡୀ ହାତୀପଲ ହାବୁଡ଼ରେ ପଡି ବଣୁହାତୀ ଆକ୍ରମଣରେ ଗୁରୁତରଙ୍କର ସୋମବାର ମୃତ୍ୟୁରେ ଏକ ଅପମୃତ୍ୟୁ ମାମଲା ରୁଜକରି ଶଵ ବ୍ୟବଚ୍ଛେଦ ପରେ ସୋମବାର ଅପରାହ୍ନ ତିନିଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ବନବିଭାଗ l ମୃତକ ଜଣକ ହେଉଛନ୍ତି ମୋରଡା ଥାନା ଅଧୀନ ମୁଣ୍ଢାବଣି ଗ୍ରାମର ସ୍ୱର୍ଗତ ପୂର୍ଣ୍ଚନ୍ଦ୍ର ଟୁଡୁଙ୍କ ପୁଅ ଅଶୋକ ଟୁଡୁ l