ବୌଦ୍ଧ ସଦର: ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ପେଡ ମା କେ ନାମ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
ବୁଧବାର ଦିନ ହରଭଙ୍ଗା ବ୍ଲକ ରାଧାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ପେଡ ମା କେ ନାମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଓ ରାଧାନଗର ପଂଚାୟତ ସରପଞ୍ଚ ଗଣେଶ ବେହେରା ଯୋଗଦେଇ ବୃକ୍ଷରୋପଣ କରିଥିଲେ ଓ ବୃକ୍ଷରୋପଣ ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ l