ପରଜଙ୍ଗ: ଜୈବିକ ପଦ୍ଧତିରେ ଧାନଚାଷ କଲେ କଙ୍କଡ଼ାହାଡ଼ ବ୍ଲକର ଚାଷୀ ୩୧ଶହ ଟଙ୍କା ବଦଳରେ ୪୧ଶହ ଟଙ୍କା ପାଇବେ ଚାଷୀ
ଜୈବିକ ପଦ୍ଧତିରେ ଧାନଚାଷ କଲେ କଙ୍କଡ଼ାହାଡ଼ ବ୍ଲକର ଚାଷୀ 31ଶହ ଟଙ୍କା ବଦଳରେ 41ଶହ ଟଙ୍କା ପାଇବେ ଚାଷୀ ରାଜ୍ୟରେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସପି କ୍ୱିଣ୍ଟାଲ ପିଛା 3100 ଟଙ୍କା ହୋଇ ଥିଲେଵି ଏଥି ପାଇଁ ଏଣିକି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ବହୁ ଚାଷୀ କାରଣ ସେମାନଙ୍କ ଚାଷ ଜମିରେ ଫଳିବାକୁ ଯାଉଛି ବିରଳ ଦେଶୀ ବାସ୍ନା ଧାନ। ଆଧୁନିକ ତଥା ଅଧିକ ଅମଳ କ୍ଷମ ଭିଡ ଭିତରେ ହଜି ଯାଉ ଥିବା ଦେଶୀ ଧାନକୁ ଚାଷ କରିଛନ୍ତି ଚାଷୀ ଭାଇ। ରାସାୟନିକ ସାରକୁ ଛାଡି ଜୈବିକ ଉପାୟରେ ଚଳାଇଛନ୍ତି ଚାଷ। ଏ ସବୁ ଲୁପ୍ତ ପ୍ରାୟ ବାସ୍ନା ଧାନକୁ ବଞ୍ଚାଇ ରଖିବାର ମହତ ପ୍ରଚେଷ୍ଟା