ଚରମ୍ପା ସ୍କୁଲରୋଡ୍ରେ ମା’ ଦୁର୍ଗାଙ୍କ ଭବ୍ୟ ଦରବାର! 🚩
✨ ମହା ଆଡ଼ମ୍ବରରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ଭକ୍ତିମୟ ପରିବେଶରେ ଝଲସୁଛି ପୂଜାମଣ୍ଡପ। 🌺🙏
❤️ ଆସନ୍ତୁ, ମା’ଙ୍କ ଦିବ୍ୟ ଦର୍ଶନ କରନ୍ତୁ ଏବଂ ମା’ଙ୍କ ଶୁଭାଶୀର୍ବାଦ ଲାଭ କରନ୍ତୁ। ମା’ଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ଶାନ୍ତିରେ ଭରିଯାଉ! 🙏
💬 କମେଣ୍ଟରେ ଲେଖନ୍ତୁ — ଜୟ ମା’ ଦୁର୍ଗା! ❤️
#ମାଦୁର୍ଗା #ଦୁର୍ଗାପୂଜା #RCNODIA