ସୁକିନ୍ଦା: ମାନଗୋବିନ୍ଦପୁର ଗ୍ରାମରେ ଅହଲ୍ୟା ପୃଷ୍ଟିଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ପ୍ରିତିରଞ୍ଜନ ଘଡ଼ାଇ
Sukinda, Jajpur | Nov 27, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଅଧିନସ୍ଥ ଧୂଳିଗଡ଼ ଗ୍ରାମପଞ୍ଚାୟତ ମାନଗୋବିନ୍ଦପୁର ଗ୍ରାମର କାଶୀନାଥ ପୃଷ୍ଟିଙ୍କ ଧର୍ମପତ୍ନୀ ଅହଲ୍ୟା ପୃଷ୍ଟିଙ୍କ ଏକାଦଶାହ କ୍ରିୟାରେ ସୁକିନ୍ଦାର ପୁର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଯୋଗ ଦେଇ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ଗୁରୁବାର ରାତି 8 ଘଟିକା ସମୟରେ ଦେଖିବାକୁ ମିଳିଛି ।