ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାଷିକ କ୍ରୀଡା ସମାରୋହ ରବିବାର ମଧ୍ୟାହ୍ନରେ ଉଦଯାପିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବ ରେ ସ୍ଥାନୀୟ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସଦାନନ୍ଦ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।ଉଦଯାପିତ ଉତ୍ସବ ରେ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତାକରିଥିଲେ