କୋରାପୁଟ ମୁନସିପାଲଟି ସ୍ତରୀୟ ପରବ ମହୋତ୍ସବ ଉଦଯାପନୀ ହୋଇଥିବା ଆଜି ରାତି ୧୦ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ। ପରମ୍ପରାର ପର୍ବ ଭାଇ ଚାରାର ପର୍ବ ଆଦିବାସୀ ଲୋକ ମହୋତ୍ସବ ଜାତୀୟ ସ୍ତରୀୟ ପରବ ମୁଖ୍ୟ ମହୋତ୍ସବରେ ଯୋଗଦେଇ ଏହାର ଗରିମାକୁ ବଢେଇବା ପାଇଁ ଅନୁରୋଧ କରିଛନ୍ତି ଚେୟାରମେନ।