Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଡସାହି: କ୍ଷୀରିପଦା ଗାଁରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁରେ ବାପଘର ଲୋକଙ୍କ ଏତଲାକ୍ରମେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦକଲା ବୈଶିଙ୍ଗା ପୁଲିସ

Barsahi, Mayurbhanj | Sep 14, 2025
ବୈଶିଙ୍ଗା ଥାନା ଅଧୀନ ଖିରିପଦା ଗ୍ରାମରେ ଜନୈକା ମହିଳାଙ୍କ ସନ୍ଦେଜନକ ମୃତ୍ୟୁରେ ମାମଲା ରୁଜକରି ଶଵ ବ୍ୟବଚ୍ଛେଦ ପରେ ରବିବାର ଅପରାହ୍ନ ତିନିଟାରେ ମୃତଦେହ ହସ୍ତାନ୍ତରକଲା ବୈଶିଙ୍ଗା ପୁଲିସ l ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ସୁମନ୍ତ ପଣ୍ଡାଙ୍କ ସ୍ତ୍ରୀ ହେମଲତା ପଣ୍ଡା l ହେମଲତା ଆକସ୍ମିକ ଭାବରେ ମୃତ୍ୟୁବରଣ କରିଥିବା ବେଳେ ଘରଲୋକେ ଉଦ୍ଧାରକରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କୁ ମୃତ ଘୋଷଣା କରିଥିଲେ l

MORE NEWS