Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବିଞ୍ଝାରପୁର: ଯାଜପୁର ରୋଡ ଥାନା ନହକା ଛକରେ ବାଇକ ଆଗରେ କୁକୁର ପଶିଯିବାରୁ ବାଇକରୁ ପଡି ଚାଳକ ଆହତ

Binjharpur, Jajpur | Oct 20, 2025
ଯାଜପୁର ରୋଡ ଥାନା ନହକା ଛକରେ ବାଇକ ଆଗରେ କୁକୁର ପଶିଯିବାରୁ ବାଇକରୁ ପଡି ଚାଳକ ଆହତ l ସ୍ଥାନୀୟ ଅଂଚଳର ଜନୈକ ବ୍ୟକ୍ତି ବାଇକରେ ଘରକୁ ଫେରୁଥିଲେ l ହଠାତ ନହକା ଛକରେ କିଛି କୁକୁର ଦୌଡ଼ି ଦୌଡି ଆସି ବାଇକ ଆଗରେ ପଶିଯିବାରୁ ବ୍ୟକ୍ତି ଜଣଙ୍କ ଭାରସାମ୍ୟ ହରାଇ ବାଇକରୁ ପଡି ଆହତ ହେଇଥିଲେ l ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l

MORE NEWS