ବାଲେଶ୍ବର ସଦର: ବାଲେଶ୍ୱରରେ ବରିଷ୍ଠ ନାଗରିକଙ୍କ ସହ ବିଧାୟକ ମାନସ କୁମାର ଦତ୍ତଙ୍କ ଆଲୋଚନା
ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ରବିବାର ଦୁବଲାଗଡ଼ି ପଞ୍ଚାୟତର ବରିଷ୍ଠ ନାଗରିକଙ୍କ ସହ ମିଳି ସେମାନଙ୍କ ସ୍ୱାସ୍ଥ୍ୟ ଓ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ସରକାରୀ ସହାୟତା ଓ ଯୋଜନା ସୁବିଧା ସହଜରେ ପହଞ୍ଚିବା ପାଇଁ ପଦକ୍ଷେପ ନିଆଯିବ।