ପଟ୍ଟାଙ୍ଗୀ: ନିଶାକୁ ନା କହିଲେ ଗଙ୍ଗାଗୁଡ଼ା ଗ୍ରାମବାସୀ, ଗାଁ ମୁଣ୍ଡରେ ଲାଗିଲା ସଚେତନତା ଫଳକ
ନନ୍ଦପୁର ବ୍ଲକର ଗଙ୍ଗାଗୁଡ଼ା ଗ୍ରାମବାସୀ ନିଶା ମୁକ୍ତ ଗ୍ରାମ ଗଠନ ପାଇଁ ଶପଥ ନେଇଛନ୍ତି। ନାରାୟଣ ପଣ୍ଡା ସ୍ମୁତି ସାହିତ୍ୟ ସଂସଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।